Tryag File Manager
Home
-
Turbo Force
Current Path :
/
usr
/
share
/
doc
/
redhat-release-notes-5Server
/
Upload File :
New :
File
Dir
//usr/share/doc/redhat-release-notes-5Server/RELEASE-NOTES-x86-or.html
<?xml version="1.0" encoding="UTF-8"?> <!DOCTYPE html PUBLIC "-//W3C//DTD XHTML 1.0 Strict//EN" "http://www.w3.org/TR/xhtml1/DTD/xhtml1-strict.dtd"> <html xmlns="http://www.w3.org/1999/xhtml"><head><meta http-equiv="Content-Type" content="text/html; charset=UTF-8" /><title>Release Notes</title><link rel="stylesheet" type="text/css" href="Common_Content/css/default.css" /><link rel="stylesheet" media="print" href="Common_Content/css/print.css" type="text/css" /><meta name="generator" content="publican 2.8" /><meta name="package" content="Red_Hat_Enterprise_Linux-Release_Notes-5-or-IN-11-1" /><meta name="description" content="Red Hat Enterprise Linux ଗୌଣ ପ୍ରକାଶନଗୁଡ଼ିକ ହେଉଛି ବ୍ୟକ୍ତିଗତ ଉନ୍ନତି, ସୁରକ୍ଷା ଏବଂ ତ୍ରୁଟି ନିବାରଣ ଏରାଟାର ଗୋଟିଏ ଏକତ୍ରିକରଣ। Red Hat Enterprise Linux 5.11 ପ୍ରକାଶନ ଟିପ୍ପଣୀ Red Hat Enterprise Linux 5 ପ୍ରଚାଳନ ତନ୍ତ୍ରର ମୂଖ୍ୟ ପରିବର୍ତ୍ତନଗୁଡ଼ିକୁ ଏବଂ ଏହି ଗୌଣ ପ୍ରକାଶନ ପାଇଁ ଏହା ସହିତ ସଂଶ୍ଳିଷ୍ଟ ପ୍ରୟୋଗଗୁଡ଼ିକୁ ଏହି ଗୌଣ ପ୍ରକାଶନ ପାଇଁ ଦଲିଲିକରଣ କରିଥାଏ। ଏହି ଗୌଣ ପ୍ରକାଶନରେ ହୋଇଥିବା ପରିବର୍ତ୍ତନଗୁଡ଼ିକର ବିସ୍ତୃତ ବିବରଣୀ ପାରିଭାଷିକ ଟିପ୍ପଣୀରେ ଉପଲବ୍ଧ।" /></head><body><p id="title"><a class="left" href="http://www.redhat.com"><img src="Common_Content/images/image_left.png" alt="Product Site" /></a><a class="right" href="http://docs.redhat.com"><img src="Common_Content/images/image_right.png" alt="Documentation Site" /></a></p><div xml:lang="or-IN" class="book" id="id1331770" lang="or-IN"><div class="titlepage"><div><div class="producttitle"><span class="productname">Red Hat Enterprise Linux</span> <span class="productnumber">5</span></div><div><h1 id="id1331770" class="title">Release Notes</h1></div><div><h2 class="subtitle">Red Hat Enterprise Linux 5.11 ପାଇଁ ପ୍ରକାଶନ ଟିପ୍ପଣୀ</h2></div><p class="edition">ସଂସକରଣ 11</p><div><h3 class="corpauthor"> <span class="inlinemediaobject"><object data="Common_Content/images/title_logo.svg" type="image/svg+xml"> </object></span> </h3></div><div><div xml:lang="or-IN" class="authorgroup" lang="or-IN"><div class="author"><h3 class="author"><span class="firstname">Red Hat</span> <span class="surname">ଗ୍ରାହକ ବିଷୟବସ୍ତୁ ସର୍ଭିସଗୁଡ଼ିକ</span></h3></div></div></div><hr /><div><div id="id1367713" class="legalnotice"><h1 class="legalnotice">ବୈଧାନିକ ସୂଚନା</h1><div class="para"> Copyright <span class="trademark"></span>© 2014 Red Hat, Inc. </div><div class="para"> The text of and illustrations in this document are licensed by Red Hat under a Creative Commons Attribution–Share Alike 3.0 Unported license ("CC-BY-SA"). An explanation of CC-BY-SA is available at <a href="http://creativecommons.org/licenses/by-sa/3.0/">http://creativecommons.org/licenses/by-sa/3.0/</a>. In accordance with CC-BY-SA, if you distribute this document or an adaptation of it, you must provide the URL for the original version. </div><div class="para"> Red Hat, as the licensor of this document, waives the right to enforce, and agrees not to assert, Section 4d of CC-BY-SA to the fullest extent permitted by applicable law. </div><div class="para"> Red Hat, Red Hat Enterprise Linux, the Shadowman logo, JBoss, MetaMatrix, Fedora, the Infinity Logo, and RHCE are trademarks of Red Hat, Inc., registered in the United States and other countries. </div><div class="para"> <span class="trademark">Linux</span>® is the registered trademark of Linus Torvalds in the United States and other countries. </div><div class="para"> <span class="trademark">Java</span>® is a registered trademark of Oracle and/or its affiliates. </div><div class="para"> <span class="trademark">XFS</span>® is a trademark of Silicon Graphics International Corp. or its subsidiaries in the United States and/or other countries. </div><div class="para"> <span class="trademark">MySQL</span>® is a registered trademark of MySQL AB in the United States, the European Union and other countries. </div><div class="para"> All other trademarks are the property of their respective owners. </div><div class="para"> <div class="address"><p><br /> <span class="street">1801 Varsity Drive</span><br /> <span class="city">Raleigh</span>, <span class="state">NC</span> <span class="postcode">27606-2072</span> <span class="country">USA</span><br /> <span class="phone">Phone: +1 919 754 3700</span><br /> <span class="phone">Phone: 888 733 4281</span><br /> <span class="fax">Fax: +1 919 754 3701</span></p></div> </div></div></div><div><div class="abstract"><h6>ସାରାଂଶ</h6><div class="para"> Red Hat Enterprise Linux ଗୌଣ ପ୍ରକାଶନଗୁଡ଼ିକ ହେଉଛି ବ୍ୟକ୍ତିଗତ ଉନ୍ନତି, ସୁରକ୍ଷା ଏବଂ ତ୍ରୁଟି ନିବାରଣ ଏରାଟାର ଗୋଟିଏ ଏକତ୍ରିକରଣ। Red Hat Enterprise Linux 5.11 ପ୍ରକାଶନ ଟିପ୍ପଣୀ Red Hat Enterprise Linux 5 ପ୍ରଚାଳନ ତନ୍ତ୍ରର ମୂଖ୍ୟ ପରିବର୍ତ୍ତନଗୁଡ଼ିକୁ ଏବଂ ଏହି ଗୌଣ ପ୍ରକାଶନ ପାଇଁ ଏହା ସହିତ ସଂଶ୍ଳିଷ୍ଟ ପ୍ରୟୋଗଗୁଡ଼ିକୁ ଏହି ଗୌଣ ପ୍ରକାଶନ ପାଇଁ ଦଲିଲିକରଣ କରିଥାଏ। ଏହି ଗୌଣ ପ୍ରକାଶନରେ ହୋଇଥିବା ପରିବର୍ତ୍ତନଗୁଡ଼ିକର ବିସ୍ତୃତ ବିବରଣୀ <a href="https://access.redhat.com/documentation/en-US/Red_Hat_Enterprise_Linux/5/html-single/5.11_Technical_Notes/index.html">ପାରିଭାଷିକ ଟିପ୍ପଣୀରେ</a> ଉପଲବ୍ଧ। </div></div></div></div><hr /></div><div class="toc"><dl class="toc"><dt><span class="preface"><a href="#pref-5.11_Release_Notes-Preface">ଉପକ୍ରମଣିକା</a></span></dt><dt><span class="chapter"><a href="#installation">1. ସ୍ଥାପନ ଏବଂ ବୁଟିଙ୍ଗ</a></span></dt><dt><span class="chapter"><a href="#kernel">2. କର୍ଣ୍ଣଲ</a></span></dt><dt><span class="chapter"><a href="#device-drivers">3. ଉପକରଣ ଡ୍ରାଇଭରଗୁଡ଼ିକ</a></span></dt><dt><span class="chapter"><a href="#subscription_management">4. ସଦସ୍ଯତା ପରିଚାଳନା</a></span></dt><dt><span class="chapter"><a href="#virtualization">5. ଆଭାସୀକରଣ</a></span></dt><dt><span class="chapter"><a href="#industry_standards_and_certification">6. ଅନୁଷ୍ଠାନ ମାନକ ଏବଂ ପ୍ରମାଣପତ୍ର</a></span></dt><dt><span class="appendix"><a href="#appe-5.11_Release_Notes-Revision_History">A. ପୁନରୀକ୍ଷଣ ପୁରୁଣା ତଥ୍ୟ</a></span></dt></dl></div><div xml:lang="or-IN" class="preface" id="pref-5.11_Release_Notes-Preface" lang="or-IN"><div class="titlepage"><div><div><h1 class="title">ଉପକ୍ରମଣିକା</h1></div></div></div><div class="para"> ପ୍ରକାଶନ ଟିପ୍ପଣୀରେ ଉଚ୍ଚ ମାନର ଉନ୍ନତି ଏବଂ Red Hat Enterprise Linux 5.11ରେ ଯୋଗକରାଯାଇଥିବା ବିଶେଷତାଗୁଡ଼ିକୁ ବର୍ଣ୍ଣନା କରିଥାଏ। Red Hat Enterprise Linuxଅଦ୍ୟତନ ପାଇଁ ହୋଇଥିବା ପରିବର୍ତ୍ତନଗୁଡିକର ବିସ୍ତୃତ ବିବରଣୀ ପାଇଁ,<a href="https://access.redhat.com/documentation/en-US/Red_Hat_Enterprise_Linux/5/html-single/5.11_Technical_Notes/index.html">ଯାନ୍ତ୍ରିକ ଟିପ୍ପଣୀ</a> କୁ ଅନୁସରଣ କରନ୍ତୁ। </div></div><div xml:lang="or-IN" class="chapter" id="installation" lang="or-IN"><div class="titlepage"><div><div><h1 class="title">ଅଧ୍ଯାୟ 1. ସ୍ଥାପନ ଏବଂ ବୁଟିଙ୍ଗ</h1></div></div></div><h3 id="bh-dmidecode-support-smbios">dmidecode SMBIOS କୁ ସହାୟତା କରିଥାଏ</h3><div class="para"> <code class="command">dmidecode</code> ଉପଯୋଗୀତା ବର୍ତ୍ତମାନ ତନ୍ତ୍ର ପରିଚାଳନା BIOS (SMBIOS) ସଂସ୍କରଣ 2.8 କୁ ସହାୟତା କରିଥାଏ, ଯାହାକି <code class="command">dmidecode</code> କୁ ବିଭିନ୍ନ ପ୍ରକାରର ହାର୍ଡୱେର ଉପରେ ନିର୍ମାଣ ଏବଂ ନିୟୋଜନଗୁଡ଼ିକୁ ସ୍ୱୟଂଚାଳିତ କରିବା ପାଇଁ ସକ୍ରିୟ କରିଥାଏ। </div></div><div xml:lang="or-IN" class="chapter" id="kernel" lang="or-IN"><div class="titlepage"><div><div><h1 class="title">ଅଧ୍ଯାୟ 2. କର୍ଣ୍ଣଲ</h1></div></div></div><h3 id="bh-timeout_value_control">ସମୟ ସମାପ୍ତ ମୂଲ୍ୟ ନିୟନ୍ତ୍ରଣ</h3><div class="para"> Red Hat Enterprise Linux 5.11 <span class="package">kernel</span> ବର୍ତ୍ତମାନ I/O ତୃଟି ପୁନରୁଦ୍ଧାର ନିର୍ଦ୍ଦେଶ ପାଇଁ ସମୟ ସମାପ୍ତି ମୂଲ୍ୟକୁ ନିୟନ୍ତ୍ରଣ କରିବାକୁଏକ ବିକଳ୍ପକୁ ଅନ୍ତର୍ଭୁକ୍ତ କରିଅଛି। ପୂର୍ବରୁ, ପୁନଃପ୍ରୟାସ ମୂଲ୍ୟକୁ 5 ଆକାରରେ ସେଟ କରାଯାଇଛି, ଯାହାକି 90-ସେକେଣ୍ଡ ସମୟ ସମାପ୍ତି ସନ୍ଦେଶଗୁଡ଼ିକୁ ଦର୍ଶାଇଥାଏ। ପୁନଃପ୍ରୟାସ ସଂଖ୍ୟାକୁ କମ କରିବା ଫଳରେ ତାହା ଆପଣଙ୍କୁ ଅଧିକ ଫଳପ୍ରଦ ଭାବରେ ସମୟ ସମାପ୍ତି ସ୍ତରକୁ ପରିଚାଳନା କରିବାରେ ସହାୟତା କରିଥାଏ। </div><h3 id="bh-lsi-12-gb-s-adapters">MegaRAID SAS ଡ୍ରାଇଭର ସହିତ LSI 12 Gb/s ଏଡପଟର୍</h3><div class="para"> LSI MegaRAID SAS 9360/9380 12Gb/s ନିୟନ୍ତ୍ରକଗୁଡ଼ିକ, ପୂର୍ବରୁ ପ୍ରଯୁକ୍ତିଜ୍ଞାନ ପ୍ରାକଦର୍ଶନ ଭାବରେ ସହାୟତା ପ୍ରାପ୍ତ, ସେଗୁଡ଼ିକ ବର୍ତ୍ତମାନ Red Hat Enterprise Linux 5.11ରେ ସମ୍ପୂର୍ଣ୍ଣ ଭାବରେ ସହାୟତା ପ୍ରାପ୍ତ। </div></div><div xml:lang="or-IN" class="chapter" id="device-drivers" lang="or-IN"><div class="titlepage"><div><div><h1 class="title">ଅଧ୍ଯାୟ 3. ଉପକରଣ ଡ୍ରାଇଭରଗୁଡ଼ିକ</h1></div></div></div><h3 id="bh-proliant-servers-support">ProLiant ସର୍ଭର ସହାୟତା</h3><div class="para"> cciss ଡ୍ରାଇଭର ବର୍ତ୍ତମାନ ProLiant ସର୍ଭରଗୁଡ଼ିକୁ ନୂତନତମ HP SAS ସ୍ମାର୍ଟ ଆରେ ନିୟନ୍ତ୍ରକଗୁଡ଼ିକୁ ବର୍ତ୍ତମାନ ସହାୟତା କରିଥାଏ। </div></div><div xml:lang="or-IN" class="chapter" id="subscription_management" lang="or-IN"><div class="titlepage"><div><div><h1 class="title">ଅଧ୍ଯାୟ 4. ସଦସ୍ଯତା ପରିଚାଳନା</h1></div></div></div><h3 id="bh-enhanced_error_messaging_in_red_hat_support_tool">Red Hat ସହାୟତା ସାଧନରେ ଉନ୍ନତିମୂଳକ ତୃଟି ସନ୍ଦେଶ</h3><div class="para"> <code class="systemitem">Red Hat ସହାୟତା ସାଧନ</code> ବର୍ତ୍ତମାନ ଉତ୍ତମ ତୃଟି ସନ୍ଦେଶଗୁଡ଼ିକୁ ଦର୍ଶାଇଥାଏ ଯେତେବେଳେ ସାଧନଟି ତୃଟି ନିବାରଣ ସଙ୍କେତକୁ ଆହରଣ କରିବାରେ ଅସମର୍ଥ ହୋଇଥାଏ, ଉଦାହରଣ ସ୍ୱରୂପ ଯଥେଷ୍ଟ ଡିସ୍କ ସ୍ଥାନ ଅଭାବରୁ। </div><h3 id="bh-subscription_manager">ସ୍ୱୀକୃତି ପରିଚାଳନା</h3><div class="para"> Red Hat Enterprise Linux 5.11 ରେ <span class="application"><strong>ସଦସ୍ୟତା ପରିଚାଳକ</strong></span> <code class="filename">redhat.repo</code> ଫାଇଲକୁ ବ୍ୟବହାରକାରୀ ସଂଲଗ୍ନକ ପରେ ସଙ୍ଗେ ସଙ୍ଗେ ସୃଷ୍ଟି କରିଥାଏ ଏବଂ <code class="command">yum</code> ଉପଯୋଗୀତାକୁ ଅପେକ୍ଷା କରିନଥାଏ। </div><div class="para"> <code class="literal">ସଦସ୍ୟତା ପ୍ରକାର</code> ସ୍ଥାନକୁ <span class="application"><strong>ସଦସ୍ୟତା ପରିଚାଳକ</strong></span> ରେ ଅନ୍ତର୍ଭୁକ୍ତ କରାଯାଇଛି। ଆପଣ ତାହାକୁ ବ୍ୟବହାର ହେଉଥିବା ସଦସ୍ୟତାର ପ୍ରକାର ବିଷୟରେ ନିର୍ଦ୍ଦେଶ ଧାରା ଅନ୍ତରାପୃଷ୍ଠ ଏବଂ ଆଲେଖିକ ବ୍ୟବହାରକାରୀ ଅନ୍ତରାପୃଷ୍ଠରେ ମଧ୍ଯ ଦେଖିପାରିବେ, ଯାହାକି ସଦସ୍ୟତା ଆଚରଣକୁ ଚଲାଉଥିବା ବିଶେଷତାଗୁଡ଼ିକୁ ନିର୍ଦ୍ଧାରଣ କରିଥାଏ। </div><div class="para"> ଆପଣ ବର୍ତ୍ତମାନ ରେପୋଜିଟୋରୀଗୁଡ଼ିକୁ ସିଧାସଳଖ ଭାବରେ ପରିଚାଳନା କରିବା ପାଇଁ <span class="application"><strong>ସଦସ୍ୟତା ପରିଚାଳକ</strong></span> ର GUI ରେ ସକ୍ରିୟ କିମ୍ବା ନିଷ୍କ୍ରିୟ କରିପାରିବେ। </div><div class="itemizedlist"><div class="para"> ନିର୍ଦ୍ଦେଶ ଧାରା ଅନ୍ତରାପୃଷ୍ଠରେ ଅନେକ ଉନ୍ନତିଗୁଡ଼ିକୁ ଆରମ୍ଭ କରାଯାଇଛି: </div><ul><li class="listitem"><div class="para"> Red Hat Enterprise Linux 5.11 ରେ, <code class="command">rhsm-debug system</code> ସାଧନ ଏକ ଟାର ଫାଇଲ ସୃଷ୍ଟି କରିଥାଏ ଯାହାକି ତୃଟି ବିବରଣୀରେ ସଂଲଗ୍ନ କରିବାକୁ ଥିବା ଫାଇଲଗୁଡ଼ିକୁ ଧାରଣ କରିଥାଏ। </div></li><li class="listitem"><div class="para"> <code class="command">subscription-manager list --available</code> ନିର୍ଦ୍ଦେଶର ଫଳାଫଳରେ ବର୍ତ୍ତମାନ ଦୁଇଟି ନୂତନ ସ୍ଥାନ ଯାଡ଼ା ଯାଇଛି। <code class="literal">ପ୍ରଦାନ</code> ସ୍ଥାନ ସେହି ଉତ୍ପାଦନଗୁଡ଼ିକର ନାମଗୁଡ଼ିକୁ ଦର୍ଶାଇଥାଏ ଯାହା ପାଇଁ ତନ୍ତ୍ର ଉପଯୁକ୍ତ। ଏହା ସହିତ, ଏକ ନୂତନ ସ୍ଥାନ, <code class="literal">ପ୍ରସ୍ଥାବିତ</code>, ଯାହାକୁ ସୁସଙ୍ଗତତା ଏଡ଼ାଇବା ପାଇଁ ଯୋଗ କରାଯାଇଥାଏ ଏବଂ ଆଲେଖିକ ବ୍ୟବହାରକାରୀ ଅନ୍ତରାପୃଷ୍ଠ (GUI) ସହିତ ଯୁଗଳ ହେବା ପାଇଁ ସୁବିଧା ପ୍ରଦାନ କରିଥାଏ। </div></li><li class="listitem"><div class="para"> <code class="command">subscription-manager list --available</code> ନିର୍ଦ୍ଦେଶର ଫଳାଫଳରେ ବର୍ତ୍ତମାନ stock-keeping unit (SKU) ଅନ୍ତର୍ଭୁକ୍ତ। </div></li></ul></div></div><div xml:lang="or-IN" class="chapter" id="virtualization" lang="or-IN"><div class="titlepage"><div><div><h1 class="title">ଅଧ୍ଯାୟ 5. ଆଭାସୀକରଣ</h1></div></div></div><h3 id="bh-support-for-esxi">ESXi ପାଇଁ ସହାୟତା</h3><div class="para"> ଯେତେବେଳେ <code class="command">virt-who</code> ସଦସ୍ୟ Red Hat Enterprise Linux 5.11 ରେ ଚାଲିଥାଏ, ସେତେବେଳେ <code class="command">virt-who</code> VMWare ESXi ସହିତ ଯୋଗାଯୋଗ କରିଥାଏ ଏବଂ Red Hat ସଦସ୍ୟତା ପରିଚାଳକ ପାଇଁ ହୋଷ୍ଟ ଏବଂ ଅତିଥି ମେଳନ ସୂଚନା ଧାରଣ କରିଥାଏ। </div></div><div xml:lang="or-IN" class="chapter" id="industry_standards_and_certification" lang="or-IN"><div class="titlepage"><div><div><h1 class="title">ଅଧ୍ଯାୟ 6. ଅନୁଷ୍ଠାନ ମାନକ ଏବଂ ପ୍ରମାଣପତ୍ର</h1></div></div></div><h3 id="bh-nist-certification-for-openscap">OpenSCAP ପାଇଁ NIST ପ୍ରମାଣୀକରଣ</h3><div class="para"> OpenSCAP 1.0.8 କୁ National Institute of Standards and Technology’s (NIST) Security Content Automation Protocol (SCAP) 1.2 ଦ୍ୱାରା ବୈଧିକରଣ ବିନ୍ୟାସ ସ୍କାନର ବିଭାଗ ଅନ୍ତର୍ଗତରେ Common Vulnerabilities and Exposure (CVE) ବିକଳ୍ପ ସହିତ ପ୍ରମାଣପତ୍ର ପ୍ରାପ୍ତ କରିଛି। OpenSCAP ଏକ ଲାଇବ୍ରେରୀ ପ୍ରଦାନ କରିଥାଏ ଯିଏକି ନୂତନ SCAPସାଧନ ନିର୍ମାଣ ପାଇଁ SCAP ମାନକର ପ୍ରତ୍ୟେକ ଉପାଦାନକୁ ବିଶ୍ଳେଷଣ ଏବଂ ମୂଲ୍ୟାଙ୍କନ କରିଥାଏ। ଏବଂ ମଧ୍ଯ, OpenSCAP ଗୋଟିଏ ଏକାଧିକ କାର୍ଯ୍ୟକାରିତୀ ବିଶିଷ୍ଟ ସାଧନକୁ ବିଷୟବସ୍ତୁକୁ ଦଲିଲ ଆକାରରେ ସଜାଡ଼ିବା ପାଇଁ ଅଥବା ଏହି ବିଷୟବସ୍ତୁ ଅନୁସାରେ ତନ୍ତ୍ରକୁ ସ୍କାନ କରିବା ପାଇଁ ରଚନା କରିଥାଏ। </div></div><div xml:lang="or-IN" class="appendix" id="appe-5.11_Release_Notes-Revision_History" lang="or-IN"><div class="titlepage"><div><div><h1 class="title">ପୁନରୀକ୍ଷଣ ପୁରୁଣା ତଥ୍ୟ</h1></div></div></div><div class="para"> <div class="revhistory"><table summary="ସଂଶୋଧନ ଇତିହାସ"><tr><th align="left" valign="top" colspan="3"><strong>ସଂଶୋଧନ ଇତିହାସ</strong></th></tr><tr><td align="left">ସଂଶୋଧନ 0.0-0.0</td><td align="left">Tue Aug 05 2014</td><td align="left"><span class="author"><span class="firstname">ମିଲାନ</span> <span class="surname">ନଭ୍ରତିଲ</span></span></td></tr><tr><td align="left" colspan="3"> <table border="0" summary="Simple list" class="simplelist"><tr><td>Red Hat Enterprise Linux 5.11 ପ୍ରକାଶନ ଟିପ୍ପଣୀର ପ୍ରକାଶନ।</td></tr></table> </td></tr></table></div> </div></div></div></body></html>